ଜାଣନ୍ତୁ ଆଜିର ପଞ୍ଜାଙ୍ଗ Posted on March 29, 2023March 29, 2023 by user ଶୁଭ ସମୟ:ପ୍ରାତଃ ୦୫.୪୮ ରୁ ୦୭.୧୯ଦିବା ୧୦.୩୯ ରୁ ୦୧.୦୫ସନ୍ଧ୍ୟା ୦୬.୪୩ ରୁ ୦୯.୦୫ରାତ୍ରି ୧୧.୫୧ ରୁ ୦୨.୩୮ଅଧିକ ପଢ଼ନ୍ତୁ: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟାଅଶୁଭ ସମୟ:ଋାହୁକାଳ – ଦିବା ୦୭.୧୯ ରୁ ୦୮.୫୦କାଳବେଳା – ଦିବା ୦୭.୧୯ ରୁ ୦୮.୫୦ବାରବେଳା – ଦିବା ୦୨.୫୪ ରୁ ୦୪.୨୪କାଳରାତ୍ରି – ରାତ୍ରି ୧୦.୨୨ ରୁ ୧୧.୫୧
Uncategorized ସତର୍କ ରୁହନ୍ତୁ ! ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା… user March 29, 2023 0 ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ ଭାବେ ଉପକୂଳ ଓଡ଼ିଶା ରେ ବର୍ଷା ହେବା […]
Uncategorized ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ୪ ସ୍ୱର୍ଣ୍ଣ user March 29, 2023 0 ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ୪ଟି ସ୍ୱର୍ଣ୍ଣ ମିଳିଛି । ପ୍ରଥମେ ନୀତୁ ଘଂଘାସ ଓ ସ୍ୱିଟି ବୋରା ନୂଆ ବିଶ୍ୱ ବିଜୟିନୀ ହୋଇ ଇତିହାସ ରଚିଥିବା ବେଳେ, ଗତକାଲି ଦେଶ ପାଇଁ […]
Uncategorized ଘରର ୩ ପିଲା ଦିବ୍ୟାଙ୍ଗ : ମିଳୁନି କୌଣସି ସରକାରୀ ସହାୟତା user March 29, 2023 0 ଷ୍ଠୁର ସାଜିଛି ଦଇବ, ସ୍ୱାଭିମାନ ଅଂଚଳରେ ବିତାଉଛନ୍ତି ଅଭିଶପ୍ତ ଜୀବନ । ୬ ପିଲାଙ୍କ ମଧ୍ୟରୁ ୩ ଜଣ ଦିବ୍ୟାଙ୍ଗ ହେଲେ ମିଳିନି ସରକାରୀ ସାହାଯ୍ୟ । ଏବେ ବଡ଼ କଷ୍ଟରେ ଦିନ କାଟୁଛି […]